Текст песни Mohammad Aziz - Laxmi Thakurani
На этой странице находится текст песни Mohammad Aziz - Laxmi Thakurani, а также перевод песни и видео или клип.
|
ଲକ୍ଷ୍ମୀ ଠାକୁରାଣୀ ଓ ଲକ୍ଷ୍ମୀ ଠାକୁରାଣୀ ଦିନେ ଗଲେ ଛାଡି ଲକ୍ଷ୍ମୀ ଠାକୁରାଣୀ ଦିନେ ଗଲେ ଛାଡି .. ହାଏରେ ହାଏରେ ସବୁ ଗଲା ସରି ,ହାଏରେ ହାଏରେ ସବୁ ଗଲା ସରି । ସୁଖ ଶୀରି ତୁଟି ଗଲା ଶ୍ରୀମନ୍ଦିର ଶୂନ୍ୟ ହେଲା ମହାପ୍ରଭୁ ହେଲେ ବିଖାରି ହାଏରେ ହାଏରେ ସବୁ ଗଲା ସରି ,ହାଏରେ ହାଏରେ ସବୁ ଗଲା ସରି । ଶ୍ରୀୟା ଚଣ୍ଡାଳୁଣୀ ପାଇଁ ଲେଖା ଏ କାହାଣୀ , ଭକତିରେ ଠାକୁରାଣୀ ହେଲେ ବାଇୟାଣି । ଓ ବଡ ଭାଇ ବଳରାମ ଦ୍ୟଗାକୁ କହିଲେ ସାନ ଭାଇ ଜଗନ୍ନାଥ ଘରଣୀ ତଡିଲେ । ଲକ୍ଷ୍ମୀ ଠାକୁରାଣୀ ଓ ଲକ୍ଷ୍ମୀ ଠାକୁରାଣୀ ଦିନେ ଗଲେ ଛାଡି ଲକ୍ଷ୍ମୀ ଠାକୁରାଣୀ ଦିନେ ଗଲେ ଛାଡି । ହାଏରେ ହାଏରେ ସବୁ ଗଲା ସରି ,ହାଏରେ ହାଏରେ ସବୁ ଗଲା ସରି । ସୁଖ ଶୀରି ତୁଟି ଗଲା ଶ୍ରୀମନ୍ଦିର ଶୂନ୍ୟ ହେଲା ମହାପ୍ରଭୁ ହେଲେ ବିଖାରି ହାଏରେ ହାଏରେ ସବୁ ଗଲା ସରି ,ହାଏରେ ହାଏରେ ସବୁ ଗଲା ସରି । ସୀତା ଠାକୁରାଣୀ ପାଇଁ ଲେଖା ଏ କଥା , ଏତେ ଦୁଃଖ ଯାତନା ଏ ନଇଁ ଯାଏ ମଥା । ଓ ଧୋବା ଆଉ ଧୋବଣୀର କଥା ଶୁଣି ରାମ ପତ୍ନୀଙ୍କୁ ତୋଳିଲେ ବନେ ରଖି ନିଜ ଧର୍ମ । ସୀତା ଠାକୁରାଣୀ ,ସୀତା ଠାକୁରାଣୀ ଦିନେ ଗଲେ ଛାଡି ସୀତା ଠାକୁରାଣୀ ଦିନେ ଗଲେ ଛାଡି । ତୁଟିଲା ତୁଟିଲା ଅଯୋର୍ଧ୍ୟର ଶିରି ,ତୁଟିଲା ତୁଟିଲା ଅଯୋର୍ଧ୍ୟର ଶିରି ସୁଖ ଶିରି ତୁଟି ଗଲା ଶ୍ରୀମନ୍ଦର ଶୂନ୍ୟ ହେଲା ମହାପ୍ରଭୁ ହେଲେ ଭିକାରି ହାଏରେ ହାଏରେ ସବୁ ଗଲା ସରି ,ହାଏରେ ହାଏରେ ସବୁ ଗଲା ସରି ହାଏରେ ହାଏରେ ସବୁ ଗଲା ସରି......।। |
Лакшми Тхакурани и Лакшми Тхакурани однажды ушли.
Лакшми Тхакурани однажды ушла..
Пока, пока, все сделано, пока, все сделано.
Время счастья прошло, храм пуст, Господь ушел
Пока, пока, все сделано, пока, все сделано.
Эта история написана для Шрейи Чандхалуни.
Байани стала певицей в «Бхакти».
И сказал старший брат Баларама Дьяге:
Младший брат Джаганнатх вышел из дома.
Лакшми Тхакурани и Лакшми Тхакурани однажды ушли.
Однажды Лакшми Тхакурани ушла.
Привет, привет, привет, все сделано, привет, привет, все сделано
Время счастья прошло, храм пуст, Господь ушел
Привет, привет, привет, все сделано, привет, привет, все сделано
Это написано для Ситы Чорани.
Моя голова склонена от такого страдания.
И Рам услышал слова Дхобы и Дхобани.
Он взял жену и сохранил свою религию.
Сита Чоррани, Сита Чоррани однажды ушла.
Однажды Сита Чорани ушла.
ттила ттила аордхья шири
Время счастья прошло, Шримандар опустел, а великий господин стал нищим.
Привет, привет, привет, все сделано, привет, привет, все сделано
привет привет привет все готово......